ଓଡ଼ିଶା

ସ୍ତ୍ରୀ ହତ୍ୟାକାରୀ ସ୍ଵାମୀକୁ ଆଜୀବନ ଜେଲ୍‌ ଦଣ୍ଡ, ୫୦ହଜାର ଟଙ୍କା ଜୋରିମନା

କେନ୍ଦୁଝର: ସ୍ତ୍ରୀ ହତ୍ୟାକାରୀ ସ୍ଵାମୀକୁ ଆଜୀବନ ଜେଲ୍‌ ଦଣ୍ଡ । ଏହାସହ ୫୦ହଜାର ଟଙ୍କାର ଜରିମନା ଲଗାଇଛନ୍ତି କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ଚିତ୍ତରଞ୍ଜନ ମହାପାତ୍ର । ଜରିମନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମସିହାରେ କେନ୍ଦୁଝର ପଣ୍ଡାପଡା ଥାନା ଜୁଙ୍ଗା ଗାଁର କାହ୍ନୁ ମାରାଣ୍ଡି ଘରୋଇ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com