Featuredଅନ୍ୟାନ୍ୟ

YouTubeରେ ଭାଇରାଲ ହେବା ପାଇଁ ବିଭିନ୍ନ ପଦକ୍ଷେପ

YouTubeରେ ଭାଇରାଲ ହେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଆଜିର ଯୁବପିଢୀ । ବାରମ୍ବାର ମିଥ୍ୟା ଖବର ତଥା ଗୁଜବ ଇତ୍ୟାଦିକୁ ସେୟାର କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି ।

ଯାହାର ପ୍ରଭାବରେ ଦେଶର ସାଧାରଣ ଜନତାଙ୍କ ନିକଟରେ ମିଥ୍ୟା ଖବର ପହଞ୍ଚିବା ସହ ସଠିକ ଖବର ପହଞ୍ଚିବାରେ ବିଳମ୍ବ ହେଉଥିବା ଦେଖାଯାଉଛି । ତେବେ ଏହି ସମସ୍ୟାରେ ସମାଧାନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏଭଳି ଚାନେଲ ଗୁଡ଼ିକ ବିରୋଧରେ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି ପ୍ରଧାନମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com