କ୍ରୀଡ଼ା

ବିଶ୍ୱକପ୍‌ ଟ୍ରଫିର ଅପମାନ

ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖିଥିବା ନଜର ଆସିଥିଲେ। ଏହି ଫଟୋ ଭାଇରାଲ ହେବା ପରେ ମିଚେଲ ମାର୍ଶଙ୍କୁ ଭାରତରେ ବହୁତ ସମାଲୋଚନା କରାଯାଇଥିଲା।

ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହାକୁ କ୍ରିକେଟ ଏବଂ ବିଶ୍ୱକପ୍‌ ଟ୍ରଫିର ଅପମାନ ବୋଲି କହିଥିଲେ। ବର୍ତ୍ତମାନ ଶେଷରେ ମାର୍ଶ ତାଙ୍କର ନୀରବତାକୁ ଭାଙ୍ଗିଛନ୍ତି।ଟ୍ରଫି କିମ୍ବା ଭାରତୀୟ ପ୍ରଶଂସକଙ୍କୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com