ଅନ୍ତର୍ଜାତୀୟ

ଆର୍ଜେଣ୍ଟିନାରେ ଆସିଥିବା ଏକ ଘୂର୍ଣ୍ଣିବଳୟ ହଇଚଇ ସୃଷ୍ଟି କରିଛି

ଆର୍ଜେଣ୍ଟିନାରେ ଆସିଥିବା ଏକ ଘୂର୍ଣ୍ଣିବଳୟ ହଇଚଇ ସୃଷ୍ଟି କରିଛି। ଗତ ସପ୍ତାହ ଶେଷରେ, ଏହି କାରଣରୁ ୧୬ ଜଣଙ୍କର ମତ୍ୟୁ ହୋଇଥିଲା। ଝଡ଼ର ପ୍ରବଳ ପବନ ମଧ୍ୟ ରାଜଧାନୀ ବୁଏନୋସ ଆଇରେସରେ ଗଛ ଏବଂ ଲାଇଟ୍‌ପୋଷ୍ଟ ଭାଙ୍ଗି ଦେଇଛି।

ଡିସେମ୍ବର ୧୭ରେ ବୁଏନୋସ ଆଇରେସ ଜର୍ଜ ନ୍ୟୁବେରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ବିମାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com