ଓଡ଼ିଶା

ଆଠଗଡ଼ ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗକୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ଆଠଗଡ଼ ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗକୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ମଦ ବ୍ୟବସାୟୀ ରବିନ୍ଦ୍ର ସ୍ଵାଇଁକୁ ଗିରଫ କରିଛି ପୋଲିସ ।

ଶନିବାର ଦେଶୀ ମଦ ଭାଟି ଉପରେ ଚଢାଉ କରିବା ପାଇ ପହଞ୍ଚିଥିଲା ଅବକାରୀ ବିଭାଗ। ଏହି ସମୟରେ ଗାଁର କିଛି ଲୋକ ଏହାକୁ ବିରୋଧ କରି ଅବକାରୀ ବିଭାଗକୁ ଆକ୍ରମଣ କରିଥିଲେ । ପୂର୍ବରୁ ମଧ୍ୟ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com