ଜାତୀୟ

ରାଜଧାନୀର ବିଭିନ୍ନ ସ୍ଥାନରେ ଘେରିରହିଛି ଧୂଆଁର ଆସ୍ତରଣ

ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ। ଦେଖାଯାଉନି ରନଓ୍ବେ। ରାଜଧାନୀର ବିଭିନ୍ନ ସ୍ଥାନରେ ଘେରିରହିଛି ଧୂଆଁର ଆସ୍ତରଣ। ଆନନ୍ଦ ବିହାର ଏବଂ ଅଶୋକ ବିହାରରେ ସ୍ଥିତି ସଂଗୀନ।

ଶନିବାର ଦିନ ରାଜଧାନୀର ଅନେକ ସ୍ଥାନରେ ଧୂଆଁ ଯୋଗୁଁ ଦିଲ୍ଲୀରୁ ଉଡାଣ କରିବାକୁ ଥିବା ୩ଟି ବିମାନ ଦିଗ ବଦଳାଇ ଦିଆଯାଇଛି। ଏଥି ସହିତ ଜୟପୁର, ଲକ୍ଷ୍ମୌ, ଅହମ୍ମଦାବାଦ ଓ ଅମ୍ରିତସର ଅଭିମୁଖେ ୧୮ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । କମ୍ ଦୃଶ୍ୟତା କାରଣରୁ ଗୋଟେ ବିମାନ ଅହମ୍ମଦବାଦ ଏବଂ ଅନ୍ୟ ଦୁଇଟି ବିମାନକୁ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com