ଅନ୍ୟାନ୍ୟ

ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ

ବାଗେଶ୍ୱର ଧାମର ପ୍ରମୁଖ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଚାଲିଥିବା ବିବାଦୀୟ ଭିଡିଓ ଏବଂ ଟିପ୍ପଣୀକୁ ନେଇ ଜବଲପୁର ହାଇକୋର୍ଟ ପିଟିସନ ଦାଖଲ କରିଛନ୍ତି ।

ତାଙ୍କ ଅନୁଗାମୀ ନରସିଂହପୁର ଗୋଟେଗାଓଁ ନିବାସୀ ରଣଜିତ ପଟେଲଙ୍କ ଦ୍ୱାରା ଏହି ଆବେଦନ କରାଯାଇଥିଲା। ଏହି ଆବେଦନ ଶୁଣାଣି ବେଳେ ହାଇକୋର୍ଟର ସଞ୍ଜୟ ଦୁବେଙ୍କ ଏକକ ବେଞ୍ଚ ଗୁଗୁଲ, ୟୁଟ୍ୟୁବ, ଫେସବୁକ, ଟ୍ୱିଟର ଏବଂ ଅନ୍ୟ ଦୁଇଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ତୁରନ୍ତ ବିବାଦୀୟ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଏବଂ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ମାଗି ନୋଟିସ ଜାରି କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com