ଅନ୍ୟାନ୍ୟ

ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍) ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏରାଭଲ୍ଲି ସ୍ଥିତ ତାଙ୍କ ଫାର୍ମ ହାଉସରେ ପଡ଼ିଯାଇଥିଲେ ।

ତାଙ୍କ ପେଟ, ଅଣ୍ଟା ଓ ପିଠିରେ ଆଘାତ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ରାତି ପ୍ରାୟ ୨ ଟା ସମୟରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମେଡିକାଲରେ ଭର୍ତ୍ତି ହେବାପରେ ଜଣାପଡିଛି କି କେ.ଚନ୍ଦ୍ରଶେଖର ରାଓଙ୍କ ଅଣ୍ଟା ଭାଙ୍ଗିଯାଇଛି ଓ ତାଙ୍କର ଅସ୍ତ୍ରୋପଚାର କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com