ଓଡ଼ିଶା

ସ୍ପୋର୍ଟି ଲୁକରେ କାର୍ତ୍ତିକ ପାଣ୍ଡିଆନ

ସ୍ପୋର୍ଟି ଲୁକରେ କାର୍ତ୍ତିକ ପାଣ୍ଡିଆନ । କଳିଙ୍ଗ ଷ୍ଟାଡିୟମରେ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସ୍କିପିଂ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ ସ୍କିପିଂ କରି ଫିଟ୍ ରହିବାର ବାର୍ତ୍ତା ଦେଇଛନ୍ତି କାର୍ତ୍ତିକ । ଜଣେ ଆଥଲେଟ୍ ଭାବେ ପାଣ୍ଡିଆନ ବେଶ୍ ଜଣାଶୁଣା ।

ଏପରିକି ସେ କ୍ରୀଡ଼ା ଛାତ୍ରାବାସରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । କ୍ରୀଡ଼ା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com