ଓଡ଼ିଶା

ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ

ନୂଆ ବର୍ଷରେ ନୂଆ ନିୟମ । ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପରିଧାନକୁ ଗମ୍ଭୀରତା ସହ ନେଇଛି ପ୍ରଶାସନ । ଯାହାର ଝଲକ ଏବେଠୁ ଦେଖିବାକ ମିଳିଲାଣି ।

କିଛି ଭକ୍ତ ଚିରା ଜିନ୍ସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପ୍ରବେଶ ପଥରେ ଅଟକାଇଥିଲେ କିଛି ସେବାୟତ ।

Related Articles

Back to top button
WP Twitter Auto Publish Powered By : XYZScripts.com