କ୍ରୀଡ଼ା

ପାସ୍‌ପୋର୍ଟ ସମସ୍ୟାରେ ପଡିଛି ପାକିସ୍ତାନ କ୍ରିକେଟ ଦଳ

ଭିଜା, ପାସ୍‌ପୋର୍ଟ ସମସ୍ୟାରେ ପଡିଛି ପାକିସ୍ତାନ କ୍ରିକେଟ ଦଳ। ପାକିସ୍ତାନ ସିନିୟର କ୍ରିକେଟ ଦଳ ଡାକ୍ତରଙ୍କ ବିନା ଅଷ୍ଟ୍ରେଲିଆରେ ପହଞ୍ଚି ଥିବା ବେଳେ ୧୯ ବର୍ଷରୁ କମ୍‌ ଦଳ ବିନା ଟିମ୍‌ ମ୍ୟାନେଜରରେ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚିଛି।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସିରିଜ ପାଇଁ ସୋହେଲ ସଲିମ୍‌ ଅଫିସିଆଲ ଟିମ୍‌ ଡାକ୍ତର ମନୋନୀତ ହୋଇଥିବା ବେଳେ ସେ ଦଳରେ ଯୋଗଦେଇ ନାହାନ୍ତି। ଡାକ୍ତର ସଲିମ୍‌ଙ୍କ ପାଇଁ ଭିଜା ଯୋଗାଡ଼ କରିବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବେ ସୁଦ୍ଧା ଚେଷ୍ଟା ଜାରି ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com