ଅନ୍ତର୍ଜାତୀୟ

ପାକିସ୍ତାନୀ ସେନା ଆଡ୍ଡା ଉପରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନୀ ସେନା ଆଡ୍ଡା ଉପରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ। ଅତି କମରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ପାକିସ୍ତାନୀ ତାଲିବାନ ସହ ଜଡିତ ଆତଙ୍କବାଦ ଗୋଷ୍ଠୀ ହମଲା ପାଇଁ ନିଜକୁ ଦାୟୀ କରିଥିବା ଜଣେ ଅଧିକାରୀ କହିଛନ୍ତି।

ବିଳମ୍ବିତ ରାତିରେ ପାକିସ୍ତାନର ସେନା ବେସ୍ ଉପରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଛି।

Related Articles

Back to top button