ଅନ୍ତର୍ଜାତୀୟ

ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି

ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି। ତେବେ ଦେଶର ମୁଖ୍ୟ ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ଏପରିକି ନିର୍ବାଚନ ଆୟୋଗ ଉପରେ ଆକ୍ରମଣ କରି ସମଗ୍ର ନିର୍ବାଚନ ପ୍ରକ୍ରିୟା ଦୁର୍ନୀତିଗ୍ରସ୍ତ ବୋଲି କହିଛି।

ଜେଲରେ ଥିବା ଇମ୍ରାନ କହିଛନ୍ତି ଯେ ଯଦି ପାକିସ୍ତାନରେ ଇଭିଏମ ଥାଆନ୍ତା, ତେବେ ନିର୍ବାଚନରେ ଏଭଳି ଭ୍ରଷ୍ଟାଚାର ହୋଇନଥାନ୍ତା।

Related Articles

Back to top button
WP Twitter Auto Publish Powered By : XYZScripts.com