ଅନ୍ତର୍ଜାତୀୟ

ମଙ୍ଗଳ ଗ୍ରହ ଉପରେ ଆମେରିକା ଏକ ରୋବୋଟ ପରି ହେଲିକପ୍ଟର ଉଡ଼ାଇଛି

ନିକଟରେ ମଙ୍ଗଳ ଗ୍ରହ ଉପରେ ଆମେରିକା ଏକ ରୋବୋଟ ପରି ହେଲିକପ୍ଟର ଉଡ଼ାଇଛି ଯାହା ସେଠାରେ ନମୁନା ପାଇଁ ଅଛି । ଅଦ୍ୟାବଧି ଏହି ହେଲିକପ୍ଟର ୬୦ରୁ ଉର୍ଦ୍ଧ୍ୱ ଥର ସେବା ଯୋଗାଇଛି ।

ସେହିପରି ଚୀନ ମଧ୍ୟ ଏପରି ଏକ ହେଲିକପ୍ଟର ନିର୍ମାଣ କରିବା ଯୋଜନା କରୁଛି ଯାହା ଫୋଲଡେବଲ(Foldable) । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନିଆଯାଇ ପାରିବ ଏବଂ କମ୍ ସ୍ପେସ୍ ନେବ । ଏହା ସାହାଯ୍ୟରେ ଚୀନ ମଙ୍ଗଳ ଗ୍ରହରୁ ନମୁନା ସଂଗ୍ରହ କରିିବ ।

Related Articles

Back to top button
WP Twitter Auto Publish Powered By : XYZScripts.com