ଶିକ୍ଷା

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରୁ ଏକ ଆଦେଶ ଜାରି କରାଯାଇଛି

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରୁ ଏକ ଆଦେଶ ଜାରି କରାଯାଇଛି ଯାହା ସମସ୍ତଙ୍କ ଚକିତ କରିଛି । JNU ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଏହି ନୂତନ ଆଦେଶ ଅନୁଯାୟୀ ପରିସରରେ କୌଣସି ପ୍ରକାର ଧାରଣା କିମ୍ବା ରାଷ୍ଟ୍ର ବିରୋଧୀ ସ୍ଲୋଗାନର ପ୍ରଦର୍ଶନ କରିଲେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ ।

ଏହି ନୂତନ ଆଦେଶ ଅନୁଯାୟୀ ବିଶ୍ୱବିଦ୍ୟାଳୟ ପରିସରରେ କୌଣସି ପ୍ରକାର ଧାରଣା ପ୍ରଦର୍ଶନ କରିଲେ ୨୦ ହଜାର ଟଙ୍କା ଏବଂ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଲେ ୧୦ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ । ପ୍ରଶାସନଙ୍କ ଏହି ନିଷ୍ପତ୍ତିକୁ ନେଇ JNU ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com