ଅନ୍ୟାନ୍ୟ

ସରକାରୀ ବଙ୍ଗଳା ଖାଲି କରିବେ ଟିଏସମି ସାଂସଦ ମହୁଆ ମୈତ୍ର

ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଖାଲି କରିବେ ଟିଏସମି ସାଂସଦ ମହୁଆ ମୈତ୍ର। ତୁରନ୍ତ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ୍ ଜାରି କରାଯାଇଛି।

ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଡିସେମ୍ବର ୮ରେ ମହୁଆଙ୍କୁ ଏଥିକ୍ସ କମିଟି ବହିଷ୍କାର କରିଥିଲା। ଅଭିଯୋଗ ଅନୁସାରେ, ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com