ଶିକ୍ଷା

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୪ରେ ପରୀକ୍ଷା ଶେଷ ହେବ। ୬ମାର୍ଚ୍ଚରୁ ନବମ ପରୀକ୍ଷା ଆରମ୍ଭ ହେବ । ୬ମାର୍ଚ୍ଚରୁ ୧୫ମାର୍ଚ୍ଚ ଯାଏ ଚାଲିବ ନବମ ପରୀକ୍ଷା ।

ଚଳିତ ବର୍ଷ ନବମ ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ହାଇଟେକ୍ ହେବ । ଏଥରକ ବୋର୍ଡରୁ ଅଫଲାଇନ୍ ପ୍ରଶ୍ନପତ୍ର ସ୍କୁଲକୁ ଦିଆଯିବ ନାହିଁ । ନବମ ଶ୍ରେଣୀ ପ୍ରଶ୍ନ ଅନଲାଇନରେ ଦିଆଯିବ । ୨ଘଣ୍ଟା ପୂର୍ବରୁ ପ୍ରଶ୍ନ ଡାଉନଲୋଡ୍ କରିବେ ସମ୍ପୃକ୍ତ ସ୍କୁଲ । ଡାଉନଲୋଡ ପରେ ପ୍ରଶ୍ନପତ୍ର ପ୍ରିଣ୍ଟ କରି ଛାତ୍ରଛାତ୍ରୀଙ୍କୁ ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com