ମନୋରଞ୍ଜନ

୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି

ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ଖୁସି ଖବର ଦେଇଛନ୍ତି। ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସୁଗନ୍ଧାଙ୍କ ସ୍ବାମୀ ଡକ୍ଟର ସଙ୍କେତ ଭୋସଲେ ପ୍ରଶଂସକଙ୍କ ସହ ଖୁସି ଖବର ଶେୟାର କରିଛନ୍ତି। ଡାକ୍ତର ସଙ୍କେତ ଭୋସଲେ ଇନଷ୍ଟାଗ୍ରାମରେ ହସ୍ପିଟାଲର ଏକ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଯେ ସେ ବର୍ତ୍ତମାନ ପିତା ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com