ଅନ୍ତର୍ଜାତୀୟ

ବ୍ରିଟେନ, ଇଟାଲୀ ଏବଂ ଜାପାନ ମିଳିତ ଭାବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରିବାକୁ ଯାଉଛନ୍ତି

ବ୍ରିଟେନ, ଇଟାଲୀ ଏବଂ ଜାପାନ ମିଳିତ ଭାବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ତିଆରି କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ଶତ୍ରୁ ଦେଶ ଉପରେ ନଜର ରଖିହେବ ।

ଏହି ଯୁଦ୍ଧ ବିମାନର ନାମ ଟେମ୍ପେଷ୍ଟ ରହିଛି । ୨୦୨୫ ସୁଦ୍ଧା ଏହାର ନିର୍ମାଣ କାମ ସରି ଉଡିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ଏହ ଶତ୍ରୁ ଦେଶମାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଠିଆ ହେବାକୁ ଯାଉଛି । ଏହା ଏପରି ଏକ ଯୁଦ୍ଧ ବିମାନ କଳ୍ପନା କରାଯାଇଛି ଯେଉଁଠି ପାଇଲଟର ଆବଶ୍ୟକତା ପଡ଼ିବନାହିଁ । ରିମୋଟ ଦ୍ଵାରା ଏହାକୁ ପରିଚାଳିତ କରିହେବ।

Related Articles

Back to top button
WP Twitter Auto Publish Powered By : XYZScripts.com