Breaking NewsFeaturedଜାତୀୟ

ସାମାଜିକ ବୈଷମ୍ୟତାର ଶିକାର ହୋଇ କେତେ ଆଦିବାସୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି

ନିକଟରେ ସାମାଜିକ ବୈଷମ୍ୟତାର ଶିକାର ହୋଇ କେତେ ଆଦିବାସୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ଏହି ପ୍ରଶ୍ନ ଉଠିବା ପରେ ରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନାରାୟଣ ସ୍ୱାମୀ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟରୋର ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ଲୋକ ସଭାରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୦୧୯ରୁ ୨୦୨୧ ଭିତରେ ପ୍ରାୟ ୩୫ ହଜାର ମୃତ୍ୟୁ ଘଟଣାର ର ରେକର୍ଡ ରହିଛି । ଆତ୍ମହତ୍ୟାର ସଂଖ୍ୟା ୨୦୧୯ ରେ ୧୦,୩୩୫ ଥିବା ବେଳେ ୨୦୨୦ରେ ୧୨୫୨୬ ଏବଂ ୨୦୨୧ ରେ ୧୩୦୮୯ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com