କ୍ରୀଡ଼ା

ମହମ୍ମଦ୍‌ ଶାମିଙ୍କୁ ‘ଟେଷ୍ଟ୍‌ ସିରିଜ୍‌’ରୁ ବାଦ

ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍‌ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍‌ ବୋଲର୍‌’ ମହମ୍ମଦ୍‌ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି।

ମହମ୍ମଦ୍‌ ଶାମିଙ୍କୁ ‘ଟେଷ୍ଟ୍‌ ସିରିଜ୍‌’ରୁ ବାଦ ଦିଆଯାଇଥିବା ବେଳେ ଦୀପକ ଚହର ଆନ୍ତର୍ଜାତିକ ଦିନିକିଆ ଖେଳିବେ ନାହିଁ ବୋଲି ଅନୁରୋଧ କରିଛନ୍ତି।ଏକ ‘ପ୍ରେସ୍‌ ରିଲିଜ୍‌’ରେ ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ ଘୋଷଣା କରିଛି। ‘ଫିଟ୍‌ନେସ୍‌’ କାରଣରୁ ଏହି ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରୁ ଶାମିଙ୍କୁ ବାଦ ଦିଆଯାଇଛି।

Related Articles

Back to top button