କ୍ରୀଡ଼ା

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ

ମୋହଲିରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ।

ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି, କୋହଲି ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ମ୍ୟାଚରେ ଖେଳିବେ। ଭାରତ ପାଇଁ ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଯଶସ୍ବୀ ଜୟସ୍ବାଲଙ୍କୁ ଓପନିଂ ଦେଖିବାକୁ ମିଳିବ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ ଜାନୁଆରୀ ୧୧ରୁ ଆରମ୍ଭ ହେଉଛି। ଟି-୨୦ ବିଶ୍ୱକପ ୨୦୨୪କୁ ଦୃଷ୍ଟିରେ ରଖି ଟିମ ଇଣ୍ଡିଆ ପ୍ରସ୍ତୁତ ହୋଇସାରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com