ଅନ୍ୟାନ୍ୟ

ପ୍ରତି ପଞ୍ଚାୟତରେ ଖୋଲିବ ମିନି ବ୍ୟାଙ୍କ

ପ୍ରତି ପଞ୍ଚାୟତରେ ଖୋଲିବ ମିନି ବ୍ୟାଙ୍କ । ଲୋକଙ୍କ ହାତ ପାହାନ୍ତାରେ ମିଳିବ ବ୍ୟାଙ୍କିଙ୍ଗ ସେବା । ରାଜ୍ୟ ସରକାର ପ୍ରତି ପଂଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଘୋଷଣା କରିବା ପରେ ଏଵେ ପଞ୍ଚାୟତ ମାନଙ୍କରେ ବ୍ୟାଙ୍କ ସେବା ପହଂଚାଇବା ପାଇଁ ଅଣ୍ଟା ଭିଡିଛି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ।

ଭୁବନେଶ୍ୱରରେ ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com