ଅନ୍ୟାନ୍ୟ

ସଡକରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଲୋକମାନେ ଏବେ ଆଇନର ଜାଲରୁ ଆଉ ଖସି ଯାଇ ପାରିବେ ନାହିଁ

ସଡକରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଲୋକମାନେ ଏବେ ଆଇନର ଜାଲରୁ ଆଉ ଖସି ଯାଇ ପାରିବେ ନାହିଁ । ଏହି ଗମ୍ଭୀର ପ୍ରସଙ୍ଗକୁ ନେଇ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ।

ନୂଆ ଆଇନ ଜରିଆରେ ଯଦି ସଡକରେ କେହି ଦୁର୍ଘଟଣା ଘଟାଇ ଫେରାର ହୋଇଯିବ କିମ୍ବା ଆହତକୁ ସଡକ ଉପରେ ଛାଡି ଚାଲିଯିବ ତେବେ ତାକୁ ୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଏହି ନୂଆ ଆଇନ ବିଷୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com