ଜାତୀୟ

ଖୁବଶୀଘ୍ର ସ୍ମାର୍ଟସିଟିର ଟ୍ରାଫିକ ପୋଷ୍ଟଗୁଡ଼ିକର ରୂପ ବଦଳିବାକୁ ଯାଉଛି

ଖୁବଶୀଘ୍ର ସ୍ମାର୍ଟସିଟିର ଟ୍ରାଫିକ ପୋଷ୍ଟଗୁଡ଼ିକର ରୂପ ବଦଳିବାକୁ ଯାଉଛି । ଟାଫିକ ପରିଚାଳନାକୁ ଅଧିକ ସ୍ମାର୍ଟ କରିବା ଲକ୍ଷ୍ୟରେ ସହରର ୨୫ଟି ଛକରେ ‘ଆଇକନିକ୍ ଟ୍ରାଫିକ ପୋଷ୍ଟ’ ବା ‘ସ୍ମାର୍ଟ ଟ୍ରାଫିକ ପୋଷ୍ଟ’ ସ୍ଥାପନ କରାଯିବ ।

ପରିଚାଳନା କରିବା ପାଇଁ କମିଶନରେଟ୍ ପୋଲିସ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଏକ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯିବ । ଏଥିପାଇଁ ୩.୬ କୋଟି ଟଙ୍କା ବ୍ୟୟ କରାଯିବ । ମରାମତି ଦାୟିତ୍ୱ ବିଏସସିଏଲ ପକ୍ଷରୁ ଏକ ଏଜେନ୍ସିକୁ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com