ରାଜନୀତି

୨୦୨୪ ସମଗ୍ର ବିଶ୍ୱ ପାଇଁ ଏକ ନିର୍ବାଚନ ବର୍ଷ ହେବାକୁ ଯାଉଛି

ଆସନ୍ତା ବର୍ଷରେ ଅର୍ଥାତ ୨୦୨୪ ରେ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପଡୋଶୀ ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ନିର୍ବାଚନ ହେବ। ୨୦୨୪ ସମଗ୍ର ବିଶ୍ୱ ପାଇଁ ଏକ ନିର୍ବାଚନ ବର୍ଷ ହେବାକୁ ଯାଉଛି।

୨୦୨୪ରେ ବିଶ୍ୱର ୭୮ ଟି ଦେଶରେ ୮୩ ଟି ନିର୍ବାଚନ ହେବ। ୱାଶିଂଟନ ସ୍ଥିତ ଥିଙ୍କ ଟାଙ୍କ ଆଟଲାଣ୍ଟିକ କାଉନସିଲ ଅନୁଯାୟୀ, ୨୦୨୪ ପରେ ଆସନ୍ତା ୨୪ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱରେ ଆଉ ଏତେ ସଂଖ୍ୟକ ନିର୍ବାଚନ ହେବ ନାହିଁ।

Related Articles

Back to top button