ରାଜନୀତି

ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି

ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ସିଂ ୨୦୦୮ରେ ବାରାଣସୀ ରେସଲିଂ ଆସୋସିଏଶନର ଜିଲା ସଭାପତି ହୋଇଥିଲେ।

୨୦୦୯ରେ ଯେତେବେଳେ ଉତ୍ତରପ୍ରଦେଶ ରେସଲିଂ ଆସୋସିଏଶସନ ଗଠନ ହେଲା ସେତେବେଳେ ବ୍ରିଜ୍‌ ଭୂଷଣ ପ୍ରଦେଶ ଅଧ୍ୟକ୍ଷ ଏବଂ ସଞ୍ଜୟ ସିଂ ଉପାଧ୍ୟକ୍ଷ ଥିଲେ। ସଞ୍ଜୟ ସିଂ କମନୱେଲଥ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com