ରାଜନୀତି

ଲୋକସଭା ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି

ଲୋକସଭା ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ହୋଇଥିଲା ଗୃହୀତ। ସଂସଦ ନିରାପତ୍ତା ତ୍ରୁଟି ନେଇ ଗୃହରେ ହୋଇଥିଲା ହଙ୍ଗାମା। ୧୪୬ ସାଂସଦଙ୍କୁ କରାଯାଇଥିଲା ନିଲମ୍ବିତ।

ଗତ ଡିସେମ୍ବର ୪ ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ୨୨ ତାରିଖ ଯାଏ ଏହା ଚାଲିବାର ଥିଲା । ଏଥିରେ ୧୯ଟି କାର୍ୟ୍ୟଦିବସ ଓ ୧୫ଟି ସିଟିଂ ରହିଥିଲିା

Related Articles

Back to top button
WP Twitter Auto Publish Powered By : XYZScripts.com