ରାଜନୀତି

ଦୟନୀୟ ଅବସ୍ଥାରେ ପୂର୍ବତନ ବିଧାୟକ ପ୍ରାର୍ଥୀ ମଙ୍ଗୁଳି ନାୟକ

ଦୟନୀୟ ଅବସ୍ଥାରେ ପୂର୍ବତନ ବିଧାୟକ ପ୍ରାର୍ଥୀ । ଜଣେ ରାଜନେତାରୁ ଏବେ ପାଲଟିଛନ୍ତି ବରା ବବ୍ୟସାୟୀ। ରାଜନୀତିଠାରୁ ଏବେ ଅନେକ ଦୂରରେ ରହିଛନ୍ତି ।

ଆଉ ବରା ଦୋକାନ କରି ଚଳାଉଛନ୍ତି ପରିବାର । ଜଣେ ସଚ୍ଚୋଟ ରାଜନେତା ଭାବେ କାମ କରିଥିବା ବେଳେ ଏବେ କିନ୍ତୁ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି । ଏ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ମଙ୍ଗୁଳି ନାୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com