ଅନ୍ୟାନ୍ୟ

ନୂଆ ବର୍ଷକୁ ନେଇ ଜିରୋ ନାଇଟ ସେଲିବ୍ରେସନର ପୂର୍ବରୁ ପ୍ରସ୍ତୁତି ଶେଷ ହୋଇଛି

ନୂଆ ବର୍ଷକୁ ନେଇ ଜିରୋ ନାଇଟ ସେଲିବ୍ରେସନର ପୂର୍ବରୁ ପ୍ରସ୍ତୁତି ଶେଷ ହୋଇଛି। ଏଥିଲାଗି ହୋଟେଲ, ପବ୍‌, ଡ୍ୟାନ୍ସ ବାର୍‌ ପ୍ରସ୍ତୁତ ହୋଇଛି। ୧୨ ଟା ରାତି ପରେ କ୍ଲବ, ପବ୍‌ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି।

କିନ୍ତୁ ୩୧ ତାରିଖ ରାତିରେ ଜିରୋ ନାଇଟ ଉତ୍ସବ ପାଳନ ନେଇ କୌଣସି କାର୍ଯ୍ୟକ୍ରମ ଲାଗି ଘରୋଇ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ। ଅମାନିଆଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି।

Related Articles

Back to top button