ଅନ୍ୟାନ୍ୟ

ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଦାମୀ ମେଡିସିନ୍‌ କ’ଣ ?

ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଦାମୀ ମେଡିସିନ୍‌ କ’ଣ ? ଦୁନିଆର ସବୁଠୁ ଦାମୀ ମେଡିସିନ୍‌ର ଗୋଟିଏ ଡୋଜର ମୂଲ୍ୟ ହଜାରେ ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କା।

ଏହି ମେଡିସିନ୍‌ର ନାଁ ହେମ୍‌ଜେନିକ୍ସ। ‘ହେମୋଫିଲିଆ-ବି’ ନାମକ ଏକ ବିରଳ ରୋଗର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯାଏ। ହେମ୍‌ଜେନିକ୍ସର ଗୋଟିଏ ଡୋଜର ମୂଲ୍ୟ ହେଉଛି ୩୫ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ୨୯ କୋଟି ୧୩ ଲକ୍ଷ ଟଙ୍କା। ଏହା ଦୁନିଆର ସବୁଠାରୁ ଦାମୀ ଔଷଧ।

Related Articles

Back to top button
WP Twitter Auto Publish Powered By : XYZScripts.com