ଓଡ଼ିଶା

OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି

OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି । ଜାନୁଆରୀ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଫେବ୍ରୁଆରୀ ୧୨ରେ ଆବେଦନ ପ୍ରକ୍ରିୟା ଶେଷ ହେବ ।

ଅନ୍‌ଲାଇନ୍‌ ମାଧ୍ୟମରେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ www.opsc.gov.in. କୁ ଯାଇ ଚାକିରି ପାଇଁ ଆବେଦନ କରିପାରିବେ । ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com