ଓଡ଼ିଶା

ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି

ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ୟୁରାସିଆନ୍‌ ୟୁଜିୟନ ପ୍ରଜାତିର ୧ଲକ୍ଷ ୨୦ହଜାର, ନର୍ଦ୍ଦର୍ନ ପିଣ୍ଟେଲ ୮୧ହଜାର, ଗଡଓ୍ବାଲ ୭୫ହଜାର, ସୋଭଲର ୬୫ହଜାର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆକର୍ଷଣୀୟ ଫ୍ଲେମିଙ୍ଗୋ (ଏରା) ପକ୍ଷୀ ୩୫୦ଟି ଦୃଷ୍ଟିଗୋଚର ହୋଇଛନ୍ତି। ପ୍ରତିବର୍ଷ ଭଳି ଜାନୁୟାରୀ ୪ରୁ ଚିଲିକାରେ ପକ୍ଷୀ ଗଣନା ଏବଂ ୨୦ ତାରିଖରେ ଇରାଓ୍ବାଡି ପ୍ରଜାତିର ଡଲଫିନ୍‌ ଗଣନା ହେବ ବୋଲି ଡିଏଫ୍‌ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com