ଓଡ଼ିଶା

ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ସେତୁ ପାଲଟଛି ବାଇକ୍ ଆମ୍ବୁଲାନ୍ସ

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ । ପାହାଡି ରାସ୍ତା ଏକ ମାତ୍ର ଭରସା । ଏହି ଅପହଂଚ ଇଲାକାରେ ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ସେତୁ ପାଲଟଛି ବାଇକ୍ ଆମ୍ବୁଲାନ୍ସ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ସହାୟତାରେ ସାଇସୁରନି ଠାରେ ବାଇକ୍ ଆମ୍ବୁଲାନ୍ସ ଓ ମା’ ଗୃହ କରାଯାଇଛି । ୬ ଶଯ୍ୟା ବିଶିଷ୍ଟ ସାଇସୁରନି ମା’ ଗୃହରେ ବର୍ଷକୁ ୨୫୦ରୁ ୩ଶହ ଗର୍ଭବତୀ ମହିଳାଙ୍କୁ ସେବା ଯୋଗାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com