ସ୍ୱାସ୍ଥ୍ୟ

ଆଇସିୟୁରେ ମନଇଚ୍ଛା ଆଡମିଶନ୍ ଉପରେ ଲାଗିବ ରୋକ୍

ଏଣିକି ଆଇସିୟୁରେ ମନଇଚ୍ଛା ଆଡମିଶନ୍ ଉପରେ ଲାଗିବ ରୋକ୍ । କେବଳ ଗୁରୁତର ରୋଗୀଙ୍କୁ ଆଡମିଶନ୍ କରାଯିବ ଏବଂ ଆସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସଚାର୍ଜ କରିବା ସମୟରେ ଧାର୍ଯ୍ୟ ନିୟମର ପାଳନ କରିବା ଜରୁରୀ ହେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଉକ୍ତ ମାର୍ଗଦର୍ଶିକା ଅନୁଯାୟୀ ଆଇସିୟୁରେ ଆଡମିଶନ୍ କରିବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ସମସ୍ତ ବିବରଣୀ ରେକର୍ଡ଼ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com