ସ୍ୱାସ୍ଥ୍ୟ

କ୍ଷୀରରେ ଆଫ୍ଲାଟକ୍ସିନ ରହିବା ଫଳରେ ତାହା ଛୋଟ ପିଲାଙ୍କ କ୍ଷେତ୍ରରେ ପେଟ ରୋଗ ବଢ଼ାଉଥିବା କୁହାଯାଇଛି

ରାଜ୍ୟର ୩୦ ପ୍ରତିଶତ କ୍ଷୀରର ନମୂନା ନିମ୍ନମାନର ରହିଥିବା ବେଳେ କ୍ଷୀରରେ ରହିଥିବା ‘ଆଫ୍ଲାଟକ୍ସିନ’ ଫଙ୍ଗସକୁ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

ପ୍ରତି ୧୦ ଲିଟରରୁ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ ବୋଲି କୁହାଯାଉଛି । କ୍ଷୀରରେ ଆଫ୍ଲାଟକ୍ସିନ ରହିବା ଫଳରେ ତାହା ଛୋଟ ପିଲାଙ୍କ କ୍ଷେତ୍ରରେ ପେଟ ରୋଗ ବଢ଼ାଉଥିବା କୁହାଯାଇଛି । ପାଳ ବା କୁଟାରେ ଏହି ଆଫ୍ଲାଟକ୍ସିନ ଫଙ୍ଗସ୍ ସୃଷ୍ଟି ହୋଇଥାଏ । ବିଶେଷ କରି ବର୍ଷାଦିନେ ପଚି ଯାଇଥିବା ନଡ଼ାରେ ଏହା ଦେଖିବାକୁ ମିଳିଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com