ଜାତୀୟ
ଆଉ ବିକ୍ରି ହେବନି ବ୍ଲଡ୍
ଆଉ ବିକ୍ରି ହେବନି ବ୍ଲଡ୍ । ଅର୍ଥାତ ଦେଶରେ ଆଉ ରକ୍ତର ବିକ୍ରି କରାଯାଇପାରିବ ନାହିଁ । ତେବେ ଜରୁରୀ ପରିସ୍ଥିତିରେ ବ୍ଲଡ୍ ପାଇଁ ହସ୍ପିଟାଲ ଓ ଘରୋଇ ବ୍ଲଡ୍ ବ୍ୟାଙ୍କ ଯେଉଁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ, ତା ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର ।
ଏଣିକି ଏହି ଅନୁଷ୍ଠାନମାନେ ରକ୍ତର ବିକ୍ରି କରିପାରିବେ ନାହିଁ । ଏବେ କେବଳ ପ୍ରୋସେସିଂ ଫିସ୍ ଦେଇ ଜଣେ ବ୍ୟକ୍ତି ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେଇପାରିବ ।