Featuredଜାତୀୟ

Rupee-Rubleରେ ଦ୍ୱିପାକ୍ଷିକ ବାଣିଜ୍ୟ !

ଟଙ୍କା ଏବଂ ରୁବେଲରେ ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ବ୍ୟାଙ୍କ ଗୁଡିକୁ ମଞ୍ଜୁରୀ ଦେଇପାରେ । ମନି କଣ୍ଟ୍ରୋଲରେ ପ୍ରକାଶିତ ଅନୁସାରେ ଅଧା ଡର୍ଜନରୁ ଅଧିକ ରୁଷ ବ୍ୟାଙ୍କ ନାଁ ଉପରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । ଏହି ସମସ୍ତ ବ୍ୟାଙ୍କ ଭାରତୀୟ ବ୍ୟାଙ୍କ ସହ ବୁଝାମଣା କରୁଛନ୍ତି । ଏହା ଉପରେ ଚୂଡାନ୍ତ ମଞ୍ଜୁରୀ ଆରବିଆଇ ଦେବ । ଆସନ୍ତା ସପ୍ତାହରୁ ଏହି ଏଗ୍ରିମେଣ୍ଟ ଉପରେ ମଞ୍ଜୁରୀ ମିଳିବା ଆରମ୍ଭ ହୋଇପାରେ। ରିପୋର୍ଟ ଅନୁସାରେ, Rupee-Rubleରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ରଷିଆନ ବ୍ୟାଙ୍କ ଗୁଡିକ ଶୀଘ୍ର ମଞ୍ଜୁରୀ ମିଳିପାରେ । ରଷିଆନ ବ୍ୟାଙ୍କ ଗୁଡିକର ସୂଚୀ ବିଚାର ପାଇଁ ଆରବିଆଇ ନିକଟକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଛି । ଏହି ସୂଚୀରେ PSCB ମଧ୍ୟ ସାମିଲ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com