ରାଜନୀତି

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଆମ୍ ଆଦମୀ ପାର୍ଟି ତରଫରୁ ସଂଜୟ ସିଂ ପୁଣିଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରିବେ ।

କାରଣ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ କୋର୍ଟ ଫର୍ମରେ ହସ୍ତାକ୍ଷର କରିବାକୁ ସଂଜୟଙ୍କୁ ଅନୁମତି ଦେଇଛନ୍ତି । ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ କୋର୍ଟ ତରଫରୁ ସଂଜୟଙ୍କୁ ନାମାଙ୍କନ ପତ୍ର ଭରିବାକୁ ଅନୁମତି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com