ଜାତୀୟ

ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା

ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା ।

ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ ଆଧାରରେ ଓ୍ୱେବ୍ ପୋର୍ଟାଲ‘ରିପୋଟର୍ସ ଟୁଡେ’ ଓ ଖବର କାଗଜ ‘ମହାଭାରତ’ ମାଲିକ ସୁରଜିତ ଧଳଙ୍କୁ ଗିରଫ କରାଯାଇଥିବା ଅର୍ଥନୈତିକ ଅପରାଧ ଶାଖା ପ୍ରେସ ବିବୃତିରେ ଜଣାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com