ଜାତୀୟ

ନମୋ ଭାରତ ଟ୍ରେନ୍ ଏବେ ବିଜ୍ଞାପନ ଏବଂ ଚଳଚ୍ଚିତ୍ର ସୁଟିଂ ପାଇଁ ଉପଲବ୍ଧ ହେବ

ଜାତୀୟ ରାଜଧାନୀ ଅଞ୍ଚଳ ପରିବହନ ନିଗମ ଅର୍ଥାତ୍ ଏନସିଆରଟିସି ଅଧିନରେ ଆସୁଥିବା ନମୋ ଭାରତ ଟ୍ରେନ୍ ଏବେ ବିଜ୍ଞାପନ ଏବଂ ଚଳଚ୍ଚିତ୍ର ସୁଟିଂ ପାଇଁ ଉପଲବ୍ଧ ହେବ ।

ଏଥିପାଇଁ ଷ୍ଟେସନ ଓ ଟ୍ରେନ୍ କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ମୋଟା ଅଙ୍କର ଭଡ଼ା ମଧ୍ୟ ଆଦାୟ କରାଯିବ। ଫିଲ୍ମ ସୁଟିଂ ପାଇଁ କେବଳ ନମୋ-ଭାରତ ଟ୍ରେନ୍ ନୁହେଁ ଆରଆରଟିଏସ୍ ଷ୍ଟେସନ ପରିସର ମଧ୍ୟ ଭଡ଼ାରେ ଯୋଗାଇଦେବ।

Related Articles

Back to top button