ଜାତୀୟ

ଭାରତ ସରକାର ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୬ ତମ କିସ୍ତି ଛାଡି ପାରନ୍ତି

ଭାରତ ସରକାର ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୬ ତମ କିସ୍ତି ଛାଡି ପାରନ୍ତି। ହେଲେ ଏହାକୁ ନେଇ କୌଣସି ସରକାରୀ ସୂଚନା ଜାରି କରାଯାଇନାହିଁ।

ଯେଉଁ କୃଷକମାନେ ପର୍ଯ୍ୟନ୍ତ ସେମାନଙ୍କର ଇ- କଓ୍ବୋଇସି ଯୋଜନା ଅଧୀନରେ କରିନାହାଁନ୍ତି। ସେମାନେ ପରବର୍ତ୍ତୀ ୧୬ ତମ କିସ୍ତିର ଲାଭ ପାଇବେ ନାହିଁ । ଏଭଳି ପରିସ୍ଥିତିରେ କୃଷକମାନେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଯଥାଶୀଘ୍ର କରିବା ଉଚିତ୍‌।

Related Articles

Back to top button
WP Twitter Auto Publish Powered By : XYZScripts.com