ଅନ୍ତର୍ଜାତୀୟ

ବ୍ରାଜିଲର ପୂର୍ବତନ ଫୁଟ୍‌ବଲ ଖେଳାଳି ତଥା କୋଚ୍‌ ମାରିଓ ଜାଗାଲୋଙ୍କ ପରଲୋକ ଘଟିଛି

ବ୍ରାଜିଲର ପୂର୍ବତନ ଫୁଟ୍‌ବଲ ଖେଳାଳି ତଥା କୋଚ୍‌ ମାରିଓ ଜାଗାଲୋଙ୍କ ପରଲୋକ ଘଟିଛି। ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଜଣେ ଖେଳାଳି ହିସାବରେ ସେ ଦୁଇଥର ବିଶ୍ୱକପ୍‌ ଜିତିଥିବା ବେଳେ ବ୍ରାଜିଲର କୋଚ୍‌ ଭାବେ ଥରେ ଏବଂ ସହକାରୀ କୋଚ୍‌ ଭାବେ ଆଉ ଥରେ ବିଶ୍ୱକପ୍‌ ଜିତିଛନ୍ତି।

ସେ ଜଣେ ଖେଳାଳି ଓ କୋଚ୍‌ ହିସାବରେ ବିଶ୍ୱକପ୍‌ ଜିତିବାରେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com