ଓଡ଼ିଶା

ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି  ମହିଳା ମାଓବାଦୀ ଉଙ୍ଗି ମାଡବି

ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି  ମହିଳା ମାଓବାଦୀ ଉଙ୍ଗି ମାଡବି । ଉଙ୍ଗିଙ୍କ ନାମରେ ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି ।

ଉଙ୍ଗିଙ୍କୁ ଧରାଇଦେବା ଲାଗି ଲକ୍ଷେ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଥିଲା ।୨୦୧୬ ମସିହାରୁ ଉଙ୍ଗି ମାଡବି ମାଓ ସଙ୍ଗଠନରେ ସକ୍ରିୟ ଥିଲେ । ପ୍ରାୟ ୪୦ଟି ହିଂସାକାଣ୍ଡରେ ସାମିଲ ଥିଲେ । ଓଡ଼ିଶା ସମେତ ଛତିଶଗଡ଼ରେ ସେ ସକ୍ରିୟ ଥିଲେ । ଏହି ସମସ୍ତ ମାମଲାରେ ପୋଲିସ ଉଙ୍ଗିକୁ ଖୋଜୁଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com