ଅନ୍ତର୍ଜାତୀୟ

ଆମେରିକାର ବାଲ୍ଟିମୋର ସହରରେ ଏକ ସେତୁ ଭୁଶୁଡିବା ପରେ ସର୍ବ ବୃହତ ଏକକ ସାମୁଦ୍ରିକ ବୀମା କ୍ଷତି ଘଟିବ ବୋଲି ବ୍ରିଟିଶ ବୀମା ବଜାର ଆକଳନ କରିଛି

ଆମେରିକାର ବାଲ୍ଟିମୋର ସହରରେ ଏକ ସେତୁ ଭୁଶୁଡିବା ପରେ ସର୍ବ ବୃହତ ଏକକ ସାମୁଦ୍ରିକ ବୀମା କ୍ଷତି ଘଟିବ ବୋଲି ବ୍ରିଟିଶ ବୀମା ବଜାର ଆକଳନ କରିଛି ।

ବ୍ରିଜ ଭାଙ୍ଗି ଏକ ଜାହାଜ ଭିତରକୁ ପସିଯିବା ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ଏବଂ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଏହି କ୍ଷୟକ୍ଷତିର ମୂଲ୍ୟ ୩ ବିଲିୟନ ଡଲାର ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com