ଓଡ଼ିଶା

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରିପୋର୍ଟ

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରିପୋର୍ଟ। ଭୁବନେଶ୍ୱରକୁ ମିଳିଛି ୱାଟର ପ୍ଲସ୍‌ ଉତ୍କର୍ଷତା ଆୱାର୍ଡ। ଗର୍ବର ସହିତ ଓଡିଶାର ଏକମାତ୍ର ସହର ଭାବରେ ଏହି ସମ୍ମାନ ହାତେଇଛି ସ୍ମାର୍ଟସିଟି ଭୁବନେଶ୍ୱର।

ଏହାସହ ଆବର୍ଜନା ମୁକ୍ତ ସହର ଭାବରେ ଭୁବନେଶ୍ୱରକୁ ମିଳିଛି ୩ ଷ୍ଟାର ରେଟିଂ। ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଗତ ଥର ୮୦ ତାଲିକାରେ ଥିବା ବେଳେ ଏଥର ୩୪ ର‍୍ୟାଙ୍କ ହାସଲ କରିଛି ରାଜଧାନୀ ଭୁବନେଶ୍ୱର।

Related Articles

Back to top button
WP Twitter Auto Publish Powered By : XYZScripts.com