ଶିକ୍ଷା

ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ବା ବାର୍ଷିକ ପରୀକ୍ଷା ମାର୍ଚ୍ଚ ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ହୋଇପାରେ

ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ବା ବାର୍ଷିକ ପରୀକ୍ଷା ମାର୍ଚ୍ଚ ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ହୋଇପାରେ। ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପ୍ରସ୍ତୁତି ଆରମ୍ଭ କରିଛି।

ଏହି ସମୟ ମଧ୍ୟରେ ପରୀକ୍ଷା କରିବା ପାଇଁ ଯୋଜନା ରହିଥିବା ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଓସେପା ଅବଗତ କରିଛି। ପରୀକ୍ଷା ପରେ ୨୧ରୁ ୨୭ ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ କରାଯିବ। ୩୦ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com