ମନୋରଞ୍ଜନ
ଟିଭିର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ବିଗ୍ ବସ୍ ୧୭’ ଏବେ ଚର୍ଚ୍ଚାରେ

ଟିଭିର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ବିଗ୍ ବସ୍ ୧୭’ ଏବେ ଚର୍ଚ୍ଚାରେ। ସୋ’ର ଫାଇନାଲକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ସୋ’କୁ ମିଳିସାରିଛି ଟପ୍-୫ ପ୍ରତିଯୋଗୀ।
ପ୍ରତିଯୋଗୀ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକି ଜୈନ୍ ଘରୁ ବାହାରିବା ପରେ ଏବେ ଫାଇନାଲ ଦୌଡ଼ରେ ଅଛନ୍ତି ଅଭିଷେକ କୁମାର, ମନ୍ନାରା ଚେପ୍ରା, ଅରୁଣ ମହାସେଟ୍ଟୀ, ମୁନାୱର ଫାରୁକୀ ଓ ଅଙ୍କିତା ଲୋଖଣ୍ଡେ।