ମନୋରଞ୍ଜନରାଜନୀତି

ରାଜନୀତି ମଇଦାନରେ ଦୁଇ ସିନେ ତାରକା ସିଦ୍ଧାନ୍ତ ଓ ରଚନା

ରାଜନୀତି ମଇଦାନରେ ଦୁଇ ସିନେ ତାରକା ସିଦ୍ଧାନ୍ତ ଓ ରଚନା। ଓଲିଉଡ଼ର ଦୁଇ ସୁପରଷ୍ଟାର ଏବେ ମଇଦାନରେ ପ୍ରଚାର କରୁଛନ୍ତି। ଉଭୟେ ଉଭୟଙ୍କୁ ମନ ମଧ୍ୟ ପକାଉଛନ୍ତି।

ସିଦ୍ଧାନ୍ତ ମହାପାତ୍ର ଏବେ ଦିଗପହଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବାବେଳେ ରଚନା ବାନାର୍ଜୀ ଏବେ ହୁଗୁଳିିରୁ ଟିଏମସି ପ୍ରାର୍ଥୀ । ଦୁହେଁ ଧୁମଧାମ କଲେଣି ପ୍ରଚାର। ସିନେପ୍ରେମୀ ପୂର୍ବରୁ ସେମାନଙ୍କୁ ପରଦାରେ ଏକାଠି ଦେଖିଥିବାବେଳେ ଏବେ ପ୍ରଚାର ମଇଦାନରେ ଦେଖିବାକୁ ପାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com