ଜାତୀୟ

ବିହାର ରାଜନୀତିରେ ପୁଣିଥରେ ସୃଷ୍ଟି ହୋଇଛି ହଟଚମଟ

ବିହାର ରାଜନୀତିରେ ପୁଣିଥରେ ସୃଷ୍ଟି ହୋଇଛି ହଟଚମଟ। ଆରଜେଡି ହାତ ଛାଡି ନୀତୀଶ ପୁଣିଥରେ ଭାଜପା ଶିବିରକୁ ଫେରୁଥିବା ଚର୍ଚ୍ଚା ହେଉଛି।

ଏହାରି ମଧ୍ୟରେ ଖବର ଆସିଛି ଯେ, ରବିବାର ଭାଜପା ସହଯୋଗରେ ସରକାର ଗଠନ କରି ନୀତୀଶ କୁମାର ଶପଥ ନେଇପାରନ୍ତି। ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ପୁଣିଥରେ ନୀତୀଶଙ୍କ ଡେପୁଟି ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।

Related Articles

Back to top button